କ୍ଷୀରରେ କଞ୍ଚା ଅଣ୍ଡା ମିଶାଇ ଖାଉଥିଲେ ସାବଧାନ ! ଶରୀରରେ ହୋଇଥାଏ ବାୟୋଟିନ୍ର ଅଭାବ
ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ। ସେହିପରି କ୍ଷୀର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ କ’ଣ ଆପଣ କଞ୍ଚା ଅଣ୍ଡା ଏବଂ କ୍ଷୀର ମିଶାଇ ଖାଉଛନ୍ତି କି ? କଞ୍ଚା ଅଣ୍ଡା ଓ କ୍ଷୀର ଖାଇବା ସ୍ୱାସ୍ଥ୍ୟ ପାଇଁ ଯେତିକି ଫାଇଦାଯୁକ୍ତ, ସେତିକି ହାନିକାରକ। କଞ୍ଚା ଅଣ୍ଡାରେ…