Below header
Browsing Tag

RAWA UTAPPA

ଅଫିସ ଯିବା ବେଳେ ଯଦି ଅଧିକ ସମୟ ପାଉ ନାହାଁନ୍ତି, ତେବେ ଚାଉଳ ଗୁଣ୍ଡରେ ବନାନ୍ତୁ ଏପରି ବ୍ରେକ୍‌ଫାଷ୍ଟ, ୫ ମିନିଟରେ…

ସକାଳ ବ୍ରେକଫାଷ୍ଟ ଦିନସାର ଶକ୍ତି ଯୋଗାଇଥାଏ । ଘରର କାର୍ଯ୍ୟ ବ୍ୟସ୍ତତା ଯୋଗୁ ଆମେ ସାଧାରଣତଃ ବ୍ରେକଫାଷ୍ଟ ଉପରେ ବିଶେଷ ଧ୍ୟାନ ଦେଇ ନଥାଉ । ଅଫିସ ଯିବା ବିଳମ୍ବ ହୋଇଯିବା ନେଇ ଅନେକ କମ ସମୟରେ କି ବ୍ରେକଫାଷ୍ଟ ତିଆରି କରିବେ, ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡିଥାନ୍ତି । ହେଲେ ଆଜି ଆମେ ଆପଣଙ୍କ…