ଆରବିଆଇ ବଦଳାଇଲା ଏଟିଏମ୍ରୁ ଟଙ୍କା କାଢ଼ିବାର ନିୟମ, ଏବେ ଦେବାକୁ ହେବ ଅଧିକ ଚାର୍ଜ
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ଗୁରୁବାର ଏଟିଏମ୍ ଟ୍ରାଞ୍ଜାକ୍ସନ ନିୟମ ବଦଳାଇଛି । ଏହି ନିୟମ ଅନୁଯାୟୀ ଯଦି ଆପଣ ଲିମିଟ୍ ଠାରୁ ଅଧିକ ଥର ପଇସା କାଢ଼ିବେ ତେବେ ଆପଣଙ୍କୁ ଅଧିକ ଚାର୍ଜ ପଡ଼ିବ ।
ଏହି ନିୟମ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁହେବ । ଯଦି ଆପଣ…