ଆସନ୍ତାକାଲିଠୁ ଆରମ୍ଭ ହେଉଛି Realme Narzo 20 ର ବିକ୍ରି, ଜାଣନ୍ତୁ ଦାମ୍ ଓ ଫିଚର
ନିକଟରେ Realme ଲଞ୍ଚ୍ କରିଛି Narzo 20। ଏହି ସିରିଜ୍ରେ କମ୍ପାନୀ ତରଫରୁ Narzo 20, 20 Pro ଓ 20A ସ୍ମାର୍ଟଫୋନ୍କୁ ଭାରତୀୟ ବଜାର ପ୍ରବେଶ କରାଇଛି। ଏଥିମଧ୍ୟରୁ Narzo 20 କୁ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୮ରେ ଭାରତ ବଜାରରେ ଲଞ୍ଚ୍ କରିବାକୁ ଯାଉଛି ରିୟଲମି। ଏହି…