Below header
Browsing Tag

receipe in odia

ଖରାଦିନେ ପେଟକୁ ଥଣ୍ଡା ରଖିବାକୁ ପିଅନ୍ତୁ କାକୁଡ଼ି-ଲେମ୍ବୁ ଜୁସ୍‌, ଜାଣନ୍ତୁ ତିଆରି ବିଧି

ଆସିଗଲାଣି ଖରାଦିନ। ଏବେ ଟିକେ ବାହାରକୁ ଯାଇ ଚାଲି ଆସିଲେ ଶୋଷରେ ତଣ୍ଟି ଶୁଖିଯାଉଛି। ଏଣୁ ତୁରନ୍ତ ଘରେ ପଶୁ ପଶୁ ପାଣି ଦରକାର ପଡ଼ୁଛି। ଖରାଦିନେ ଜଳୀୟାଂଶ କମିବା ସମସ୍ୟା ତ ସାଧାରଣ ହୋଇଥାଏ। ଏହି ଦିନରେ ପେଟ ଥଣ୍ଡା ରଖିବାକୁ ଲୋକମାନେ ଦହି ସରବତ, ଲେମ୍ବୁ ପାଣି, ଆଖୁ ରସ ଆଦି ପିଇଥାନ୍ତି।…

କିଛି ଚଟ୍‌ପଟା ଖାଇବାକୁ ଇଚ୍ଛା ହେଉଥିଲେ, ଆଜି ଟ୍ରାଏ କରନ୍ତୁ ରାଜମା ପନୀର ମସଲା

ରାଜମା ଓ ପନୀରର ଅନେକ ଆଇଟମ୍‌ ତ ଆପଣ ଖାଇଥିବେ। କିନ୍ତୁ କେବେ ଏହି ଦୁଇଟି ଜିନିଷକୁ ମିଶାଇ ରାନ୍ଧିଛନ୍ତି କି! ଯଦି ନା’ ତେବେ ଆଜି ଆସନ୍ତୁ ଶିଖିବା ରାଜମା ପନୀର ମସଲା। ଏହି ଆଇଟମ୍‌ ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଶରୀର ପାଇଁ ସେମିତି ପୁଷ୍ଟିକର। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି…

ଆଜି ସଂକ୍ରାନ୍ତିରେ ଡିନରରେ ବନାନ୍ତୁ ବେବି ପଟାଟୋ ମସଲା, ରୁଟି ସହ ଦୁଇଗୁଣ ହୋଇଯିବ ଟେଷ୍ଟ

ଆଳୁ ଏକ ଲୋକପ୍ରିୟ ପରିବା, ଯାହା ସମସ୍ତଙ୍କ ରୋଷେଇ ଘରେ ଥାଏ। ଆଳୁରେ ସବୁ ପ୍ରକାରର ଖାଦ୍ୟ ତିଆରି କରିହୁଏ। କାରଣ ସବୁ ପରିବା ସହ ଆଳୁ ମ୍ୟାଚ୍‌ କରେ। ତେବେ ଆଜି ଆସନ୍ତୁ ଜାଣିବା ବେବି ପଟାଟୋ ମସଲାର ସ୍ୱାଦିଷ୍ଟ ରେସିପି... ଆବଶ୍ୟକୀୟ ସାମଗ୍ରୀ: ୫୦୦ ଗ୍ରାମ୍‌ ଛୋଟ ସିଝା ଆଳୁ, ୧/୪…

ଜଳଖିଆରେ ବନାନ୍ତୁ ନ୍ୟୁଟେଲା ଫ୍ରେଞ୍ଚ୍‌ ଟୋଷ୍ଟ, ଲାଗିବ ମାତ୍ର ୫ ମିନିଟ୍‌

ସକାଳର ଜଳଖିଆ ହେଉ କି ସନ୍ଧ୍ୟା ବେଳର ଚା’, ସବୁ ବେଳର ଟିଫିନ୍‌ରେ ଆପଣ ନ୍ୟୁଟେଲା ଫ୍ରେଞ୍ଚ୍‌ ଟୋଷ୍ଟ ଖାଇପାରିବେ। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ପସନ୍ଦ ଆସେ। ନ୍ୟୁଟେଲା ହେଲ୍‌ଦି ହୋଇଥାଏ, ଯାହାକୁ ଆପଣ ଯେ କୌଣସି ଉପାୟରେ ମଧ୍ୟ ଖାଇପାରିବେ। ତେବେ ଆଜି ଆସନ୍ତୁ…

ଥଣ୍ଡାରୁ ମୁକ୍ତି ଦେବା ସହ ଇମ୍ୟୁନିଟି ବଢ଼ାଇବ ତୁଳସୀ ଜୁଆଣି ଚା’, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଶୀତଦିନେ ଚା' ପିଇବାର ମଜା ଅଲଗା। ଆଉ ଏବେ ମହାମାରୀ ସମୟରେ ଯଦି ଚା'ସହ ଇମ୍ୟୁନିଟି ବି ବଢ଼ିବ ତେବେ ତାହା ସୋନେ ପେ ସୁହାଗା ଭଳି ହେବ। ସାଧାରଣ ଚା' ତ ଆପଣ ସବୁବେଳେ ପିଉଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଇମ୍ୟୁନିଟି ପାୱାର ବଢ଼ାଇବା ଭଳି ଏକ ଚା' ବିଷୟରେ କହିବୁ ଯାହା ବର୍ତ୍ତମାନର କରୋନା…