BSNLର ଦମଦାର ରିଚାର୍ଜ ପ୍ଲାନ, ୩୯୫ ଦିନର ଭାଲିଡିଟି ସହ ମିଳିବ ଅନଲିମିଟେଡ୍ ଡାଟା
BSNL ଏହାର ଶସ୍ତା ରିଚାର୍ଜ ପ୍ଲାନ୍ ଦ୍ୱାରା ବେସରକାରୀ କମ୍ପାନୀ ଗୁଡିକର ଚିନ୍ତା ବଢ଼ାଇଦେଇଛି । ବେସରକାରୀ କମ୍ପାନୀଗୁଡିକର ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ କେବଳ BSNL ଶସ୍ତା ଏବଂ ସୁଲଭ ପ୍ଲାନ୍ ଦେଉଛି । ୟୁଜରମାନଙ୍କ ସୁବିଧାକୁ ଧ୍ୟାନରେ ରଖି BSNL ଏହାର ଲିଷ୍ଟରେ ଉଭୟ ସର୍ଟ ଟର୍ମ…