ଭାରତୀୟ ବାୟୁସେନା ଅଗ୍ନିବୀରବାୟୁରେ ଖାଲିପଡିଛି ପଦବୀ, ଜାନୁଆରୀ ୨୭ ଯାଏଁ କରିପାରିବେ ଆବେଦନ
ବାୟୁସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଇଚ୍ଛା ରଖିଛନ୍ତି, ତେବେ ତୁରନ୍ତ ଆବେଦନ କରନ୍ତୁ । ଇଣ୍ଡିଆନ ଏୟାରଫୋର୍ସ ତରଫରୁ ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ ବମ୍ପର ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ । ଭାରତୀୟ…