ନାଲି ପିମ୍ପୁଡ଼ି କାମୁଡିବା ପରେ ବ୍ୟାପୁଛି ଘା’, ଜରିବାନ୍ଧି ଯିବା ଆସିବା କରୁଛନ୍ତି ଗାଁ ଲୋକ
ପିପିଲି : ପୁରୀ ଜିଲ୍ଲା ବଳଙ୍ଗା ଥାନାର ସାହାଡ଼ା ପଡ଼ା ଗାଁରେ ନାଲି ପିମ୍ପୁଡ଼ି ଆତଙ୍କ । ଯୁଆଡ଼େ ଦେଖିଲେ ଖାଲି ପୁଳା ପୁଳା ନାଲି ପିମ୍ପୁଡ଼ି । ପୂରା ଗାଁରେ ମାଳ ମାଳ ନାଲି ପିମ୍ପୁଡ଼ି । ଘର, ଗଛ ଓ ବିଲା ବାଡ଼ିରେ ମାଡ଼ିଗଲେଣି । କାମ ଦେଉନି କୀଟନାଶକ । କେବଳ ଲୋକମାନେ ନୁହନ୍ତି ଗାଈ, ଗୋରୁ,…