Below header
Browsing Tag

RedX

ଭୋଡାଫୋନ୍ ଆଇଡିଆ ଆଣିଲା ଦମଦାର୍ ପ୍ଲାନ୍, ଜାଣନ୍ତୁ କଣ ରହିଛି ଏହାର ସୁବିଧା

ଭୋଡାଫୋନ୍ ଆଇଡିଆ ଗତକାଲି ୨ ନୂଆ RedX ଫ୍ୟାମିଲି ପ୍ଲାନ୍ ଲଞ୍ଚ୍ କରିଛି ଯାହାର ଦାମ୍ ୧୬୯୯ ଟଙ୍କା ଏବଂ ୨୨୯୯ ଟଙ୍କା । ଗ୍ରାହକଙ୍କୁ କ୍ରମଶଃ ୩ ଓ ୫ ପରିବାରର ସଦସ୍ୟଙ୍କୁ ଯୋଡିବା ପାଇଁ ଏହି ପ୍ଲାନକୁ ମାର୍କେଟକୁ ଆଣିଛି କମ୍ପାନୀ । ଭୋଡାଫୋନ୍ ଆଇଡିଆ ଦ୍ୱାରା ମଲ୍ଟି ମେମ୍ବର୍ସ REDX…