ଆଜିଠୁ ରିଲାଏନ୍ସ ଡିଜିଟାଲର ନୂଆ ସେଲ ଆରମ୍ଭ, ସବୁ ଇଲେକଟ୍ରୋନିକ୍ସ ପ୍ରଡକ୍ଟ ଉପରେ ମିଳୁଛି ଭାରି ଛାଡ
ରିଲାଏନ୍ସ ଡିଜିଟାଲ ଆରମ୍ଭ କରଛି ଏକ ନୂଆ ସେଲ। ଯାହାର ନାମ ରହିଛି ଡିଜିଟାଲ ଇଣ୍ଡିଆ ସେଲ। ଏହି ସେଲ ଆଜିଠୁ ଆରମ୍ଭ ହୋଇଛି। ଯାହାକି ଆସନ୍ତା ଅଗଷ୍ଟ ୧୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ଆପଣ ଅନେକ ପ୍ରଡକ୍ଟଉପରେ ବମ୍ପର ଡିସକାଉଣ୍ଟ ପାଇବେ। ଏଥିରେ ଟିଭି, ଲାପଟପ ଠୁ ଆରମ୍ଭ କରି ମୋବାଇଲ ଫୋନ ଓ ଏସି…