Browsing Tag

remand

ଲାଞ୍ଚର ଲାଞ୍ଜ : ରିମାଣ୍ଡରେ ଗଲେ ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି, ଅଧିକ ତଥ୍ୟ ହାସଲ କରିବା ପାଇଁ ନେଇଛି…

ବାଲେଶ୍ୱର: ରିମାଣ୍ଡରେ ଗଲେ ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ । ଆଜି ଦିନିକିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ଅଧିକ ତଥ୍ୟ ହାସଲ କରିବା ପାଇଁ ତାଙ୍କୁ ରିମାଣ୍ଡରେ ନିଆଯାଇଛି । ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ବେଳେ ସରୋଜିନୀ, ଏକ ଜମିଜମା ଗଣ୍ଡଗୋଳର ସମାଧାନ…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ ଏସଆଇଟି

ନୟାଗଡ଼ : ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ ଏସଆଇଟି । ନାବାଳିକାକୁ ଯୌନ ନିର୍ଯାତନା ହତ୍ୟା ଘଟଣାରେ ଏସ୍‌ଆଇଟି ଅଧିକ ପଚରାଉଚରା କରାଯିବ । ଅଭିଯୁକ୍ତର କେହି ସହଯୋଗୀ ଅଛନ୍ତି ନା ଏକା ଘଟଣା ଘଟାଇଛି ସେନେଇ ଖୋଳତାଡ଼ କରିବ । କୋର୍ଟଙ୍କ…

ଭୁବନେଶ୍ୱର ପଟିଆ ଅଞ୍ଚଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ ଲୁଟ୍‌ ଘଟଣା: ଭାଇଜାଗରୁ ରିମାଣ୍ଡରେ ଆସିବେ ୨ ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଅଞ୍ଚଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ ଲୁଟ୍‌ ଘଟଣାରେ ରିମାଣ୍ଡରେ ଆସିବେ ୨ ଅଭିଯୁକ୍ତ। ଭାଇଜାଗରୁ ୨ ଜଣଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଆଣୁଛି କମିଶନରେଟ୍‌ ପୋଲିସ। ଏଟିଏମ୍‌ ଲୁଟ୍‌ ଘଟଣାରେ ଅଧିକ ଖୋଲତାଡ ନେଇ ପଚରା ଉଚରା କରାଯିବ। ଗତ ଅକ୍‌ଟୋବର…