Below header
Browsing Tag

rescued a boy

ଋଷିକୁଲ୍ୟା ନଦୀରେ ଭାସିଯାଉଥିବାବେଳେ ବାଳକକୁ ଉଦ୍ଧାର କଲେ ଏହି ସାହାସୀ ମହିଳା

ସୋରଡା: ରଖେ ହରି ତ ମାରେ କିଏ । ଏଭଳି ଏକ ଘଟଣା ଘଟିଛି ସୋରଡା ଋଷିକୁଲ୍ୟା ନଦୀରେ । ପ୍ରତିଦିନ ଅଧିକାଂଶ ମହିଳା ପୁରୁଷଙ୍କ ସହ ପିଲାମାନେ ମଧ୍ୟ ନଦୀରେ ଗାଧୋଇଥାନ୍ତି। ନଦୀର କୂଳରେ ଧୋବାଘର ମହିଳା ମାନେ ଲୁଗା ସଫା ମଧ୍ଯ କରିଥାନ୍ତି । ହଠାତ୍ ଗତକାଲି ଜିତେନ୍ଦ୍ର ମହାନ୍ତିଙ୍କ ପୁଅ…