Below header
Browsing Tag

reshuffle at IAS-level

ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ ବରିଷ୍ଠ IAS ବୀର ବିକ୍ରମ ଯାଦବ

ଭୁବନେଶ୍ୱର(କେନ୍ୟୁଜ୍): ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ । ବରିଷ୍ଠ IAS ବୀର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ,  ସେ…

ରାଜ୍ୟ ଆଇଏଏସ୍‌ ସ୍ତରରେ ଅଦଳବଦଳ, ଗୃହ ସଚିବ ହେଲେ ସଞ୍ଜୀବ ଚୋପ୍ରା

ରାଜ୍ୟ ଆଇଏଏସ୍‌ ସ୍ତରରେ ଅଦଳବଦଳ । ଗୃହ ସଚିବ ହେଲେ ସଞ୍ଜୀବ ଚୋପ୍ରା । ଏଥିସହ ସଞ୍ଜୀବ ଶିଳ୍ପ ବିଭାଗ ଦାୟିତ୍ୱରେ ବି ରହିବେ । ସେହିପରି ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗଗନ ଧଳ ହୋଇଛନ୍ତି ଓଏଫ୍‌ଡିସି ଅଧ୍ୟକ୍ଷ । ସୁରେଶ ମହାପାତ୍ରଙ୍କୁ ଉନ୍ନୟନ…