Below header

ରାଜ୍ୟ ଆଇଏଏସ୍‌ ସ୍ତରରେ ଅଦଳବଦଳ, ଗୃହ ସଚିବ ହେଲେ ସଞ୍ଜୀବ ଚୋପ୍ରା

ରାଜ୍ୟ ଆଇଏଏସ୍‌ ସ୍ତରରେ ଅଦଳବଦଳ । ଗୃହ ସଚିବ ହେଲେ ସଞ୍ଜୀବ ଚୋପ୍ରା । ଏଥିସହ ସଞ୍ଜୀବ ଶିଳ୍ପ ବିଭାଗ ଦାୟିତ୍ୱରେ ବି ରହିବେ । ସେହିପରି ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗଗନ ଧଳ ହୋଇଛନ୍ତି ଓଏଫ୍‌ଡିସି ଅଧ୍ୟକ୍ଷ । ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିଶନର ହୋଇଛନ୍ତି । ଏଥିସହ ସେ ଯୋଜନା ଓ ସଂଯୋଜନା ବିଭାଗ ଦାୟିତ୍ୱରେ ମଧ୍ୟ ରହିବେ । ସୁଦର୍ଶନ ପାଲ ଠାକୁର ହୋଇଛନ୍ତି KBKର ମୁଖ୍ୟ ପ୍ରଶାସକ । ପ୍ରଦୀପ୍ତ ମହାପାତ୍ର କୃଷି ଉତ୍ପାଦ କମିଶନର ହୋଇଛନ୍ତି । ସ୍କୁଲ,ଗଣଶିକ୍ଷା ବିଭାଗ ଦାୟିତ୍ୱରେ ବି ରହିବେ । ମନୋଜ ମିଶ୍ରଙ୍କୁ E ଓ ITର ଦାୟିତ୍ୱ ଦିଆଯାଇଛି । ରୁଦ୍ରନାରାୟଣ ପଲେଇଙ୍କୁ ରାଜସ୍ୱ,ବିପର୍ଯ୍ୟୟ ପ୍ରଶମନ ଦାୟିତ୍ୱରେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.