Browsing Tag

retired navy officers

ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଘରୁ ଲୁଟ୍, ବାହାର ପଟୁ ତାଲା ପକାଇ ନେଇଗଲେ ୨୦ ଭରିର ସୁନା ଗହଣା

ଭୁବନେଶ୍ବର (କେନ୍ୟୁଜ): ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଘରୁ ଲୁଟ୍ ।  ଭୁବନେଶ୍ବର ଉପକଣ୍ଠ ନହରକଣ୍ଟା ବସୁନ୍ଧରା କଲୋନୀର ଲୁଟ୍ ହୋଇଛି ।  ଘରେ ପଶି ଘର ଲୋକଙ୍କୁ ବାହାର ପଟୁ ତାଲା ପକାଇ ୨୦ ଭରି ସୁନା ଅଳଙ୍କାର ଲୁଟ୍ ଫେରାର ହୋଇଯାଇଛନ୍ତି ଲୁଟେରା । ଏନେଇ ପାହାଳ ଥାନାରେ ଅଭିଯୋଗ…