Below header
Browsing Tag

rickshaw man

ଘର ବାହାରେ ଶୋଇଥିବା ଶିଶୁକନ୍ୟାକୁ ଚୋରାଇ ନେଉଥିଲା ରିକ୍ସାବାଲା, ଉଠିପଡ଼ିଲେ ପରିବାର ଲୋକେ

ପଞ୍ଜାବ ଲୁଧିଆନାରେ ଘର ବାହାରେ ଶୋଇଥିବା ୪ ବର୍ଷର ଜଣେ ଶିଶୁକନ୍ୟାକୁ ଅପହରଣ କରିନେବାର ଏକ ମାମଲା ଏବେ ସାମ୍ନାକୁ ଆସିଛି। ଘର ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟରୁ ଏହା ଜଣାପଡ଼ିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ସମସ୍ତେ ଶୋଇଥିବା ବେଳେ ଜଣେ…

ବାଲେଶ୍ୱର: ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଟ୍ରଲି ବାଲା, ପ୍ରଶାସନ ଠାରୁ ଆରମ୍ଭ କରି ସର୍ବସାଧାରଣ ସମସ୍ତଙ୍କ ପାଇଁ…

ବାଲେଶ୍ୱର(କେନ୍ୟୁଜ୍): ସବୁଦିନ ରାତିରେ କିମ୍ବା ଦିନରେ ଘରକୁ ଫେରୁଥିବା ବେଳେ ଅନେକ ଖାଲ ଢିପ ରାସ୍ତା ଦେଇ ସମସ୍ତେ ଅତିକ୍ରମ ଦେଇ ଆସନ୍ତି । ହେଲେ ଏଭଳି ରାସ୍ତା ର ଅବ୍ୟବସ୍ଥା ପାଇଁ କିଛି ସରକାରଙ୍କୁ ଦୋଷ ଦିଅନ୍ତି ଆଉ କିଛି ସ୍ଥାନୀୟ ପ୍ରଶାସନକୁ । ତେବେ ଏଥିରେ କିଛି ବ୍ୟତିକ୍ରମ…