Browsing Tag

ridhi pannu

ବିବାହ ବନ୍ଧନରେ ବାନ୍ଧି ହେଲେ ଅଲରାଉଣ୍ଡର ରାହୁଲ ତେଓ୍ଵାତିଆ, ଫଟୋ ସେୟାର କଲେ ରାହୁଲ

ରାଜସ୍ଥାନ ରୟାଲ୍ସର ଷ୍ଟାର ଅଲରାଉଣ୍ଡର ରାହୁଲ ତେଓ୍ଵାତିଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାହୁଲ ରିଦ୍ଧି ପାନୁଙ୍କୁ ବିବାହ କରିଛନ୍ତି। ଏନେଇ ରାହୁଲ ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି। ଯାହା ଭାଇରଲ ହେଉଛି। ଦୁହେଁ ଚଳିତବର୍ଷ ଫେବୃଆରୀରେ ନିର୍ବନ୍ଧ କରିଥିଲେ।…