Below header
Browsing Tag

Riding Bike without helmet

ବୁଲେଟ୍‌ରେ ବିନା ହେଲ୍‌ମେଟ୍‌ରେ ହିରୋଗିରି ଦେଖାଇ ଭିଡିଓ କରୁଥିଲେ ଯୁବକ, କଟିଲା ୯୦୦୦ ର ଚାଲାଣ

ବୁଲେଟ୍‌ ଚଲାଇ ଭିଡିଓ କରିବା ପଡ଼ିଲା ମହଙ୍ଗା। ଗଣିଲେ ମୋଟା ଅଙ୍କର ତଣ୍ଡ। ରାସ୍ତାରେ ରୋମିଓଗିରି ଦେଖାଇ ଭିଡିଓ କରିବା ଉତ୍ତର ପ୍ରଦେଶର ଜଣେ ଯୁବକଙ୍କୁ ଭାରି ପଡ଼ିଛି। ଏମିତି ବେପରୁଆ ଭାବେ ରାସ୍ତାରେ ହେଲ୍‌ମେଟ୍‌ ନ ପିନ୍ଧି ବାଇକ୍‌ ଚଲାଉଥିବାରୁ ଯୁବକଙ୍କ ଚାଲାଣ କାଟିଛି ପୋଲିସ। ବୁଲେଟ୍‌…

ବିନା ହେଲମେଟରେ ଫିଲ୍ମ ଷ୍ଟାଇଲରେ ଗାଡି ଚଲାଇଲେ ବିବେକ ଓବରୟ, ମୁମ୍ବାଇ ପୋଲିସ କାଟିଲା ଚାଲାଣ

ଏବେ ସମଗ୍ର ଦେଶରେ ଟ୍ରାଫିକ ନିୟମ ବେଶ କଡାକଡି ଭାବେ ପାଳନ କରାଯାଉଛି। ଯେଉଁମାନେ ଟ୍ରାଫିକ ନିୟମ ମାନୁନାହାନ୍ତି, ସେମାନଙ୍କର ଚାଲାଣ କଟୁଛି। ଏବେ ବଲିଉଡ ଅଭିନେତା ବିବେକ ଓବରୟଙ୍କ ଟ୍ରାଫିକ୍ ଚାଲାଣ କଟିଛି। ବିନା ହେଲମେଟରେ ବାଇକ୍ ଚଳାଇବା ଯୋଗୁ ତାଙ୍କ ବିରୋଧରେ ଟ୍ରାଫିକ ନିୟମ ଅନୁସାରେ…