Browsing Tag

risks of swimming

ଥଣ୍ଡା ପାଣିରେ ପହଁରିବାକୁ ଭଲ ପାଉଥିଲେ, ଜାଣନ୍ତୁ ଉଭୟ ଲାଭ ଓ କ୍ଷତି

ଏବେ ଖରା ବଢ଼ିଲାଣି। ପ୍ରବଳ ଗରମରୁ ମୁକ୍ତି ପାଇବାକୁ ଲୋକମାନେ ଥଣ୍ଡା ପାଣିରେ ପହଁରିଥାନ୍ତି। ଏହା ଦ୍ୱାରା ଶରୀରର ତାପମାତ୍ରା ନର୍ମାଲ ରହିଥାଏ। ଏଥିସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। କିନ୍ତୁ ଖରାଦିନେ ପହଁରିବାର କେତେକ ସାଇଡ୍‌ ଇଫେକ୍ଟ ରହିଛି, ଯାହା ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ତେବେ ଆଜି…