ଗାଁ ପଛ ପଟ ରାସ୍ତାରେ ଛକି ବସିଥିଲେ ୫ ଦୁର୍ବୃତ୍ତ, ସୁଯୋଗ ପାଇ ସୁନା ବେପାରୀଙ୍କୁ ମାଡ଼ି ବସିଲେ
ବାଲୁଗାଁ: ସମ୍ଭାଳି ପାରିଲେନି ଲୋଭ । ଟଙ୍କା ଓ ସୁନା ଲୋଭରେ ବାଇଆ ହୋଇ ସୁନା ବ୍ୟବସାୟୀଙ୍କୁ କଲେ ମରଣାନ୍ତକ ଆକ୍ରମଣ । ଲହୁଲୁହାଣ କରି ଲୁଟି ନେଲେ ୧୫ କିଲୋ ରୂପା ଅଳଙ୍କାର । ସକାଳୁ ସକାଳୁ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଏଭଳି ଲୁଟ କରିଛନ୍ତି ଦୁର୍ବୃତ୍ତ । ବାଲୁଗାଁ ଥାନା…