Below header
Browsing Tag

robert key

ଇଂଲଣ୍ଡର ଏହି କ୍ରିକେଟରଙ୍କୁ ନିଜ ସ୍ତ୍ରୀଙ୍କ ହାତରେ ଚୁଟି କଟେଇବା ପଡିଲା ମହଙ୍ଗା, ଉପର ପଟୁ ହୋଇଗଲା ଏଭଳି ଅବସ୍ଥା

କିଛିଦିନ ପୂର୍ବରୁ କ୍ୟାପଟେନ ବିରାଟ କୋହଲି ଏକ ଭିଡ଼ିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ତାଙ୍କର ଚୁଟି କାଟୁଥିବାର ନଜର ଆସିଥିଲେ। ଏହାପରେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲଡୋ ମଧ୍ୟ ଏମିତି ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ଗାର୍ଲଫ୍ରେଣ୍ଡ…