Browsing Tag

robot dance video

ରୋବଟ ଏମିତି ଡ୍ୟାନ୍ସ କଲାଯେ, ଲୋକେ ଡରି ଏକଦମ୍‌ ଛାନିଆ ! ଦେଖନ୍ତୁ ଭିଡିଓ

ଆଜିର ଯୁଗରେ ରୋବଟ ସବୁକିଛି କାମ କରିପାରୁଛି। ରୋବଟ ମଣିଷର ସବୁ କାମକୁ କରିବାରେ ସକ୍ଷମ ହୋଇପାରୁଛି। ଆପଣ ହସପିଟାଲରେ ରୋବଟ, ରେସ୍ତୋରାଁରେ ରୋବଟ, ପ୍ରତି ଯାଗାରେ ଆପଣ ଦେଖିପାରିବେ ରୋବଟ । ଏବେ ରୋବଟର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ରୋବଟ ଡ୍ୟାନ୍ସ ମୁଭସରେ ନଜର ଆସୁଛି। ଏମିତି…