Browsing Tag

romantic date

ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପାଇଁ କରିଥିଲେ ରୋମାଣ୍ଟିକ ପ୍ଲାନ କିନ୍ତୁ ପ୍ରେମିକା ପହଞ୍ଚିବା ବେଳକୁ ଜଳି ସାରିଥିଲା…

"ପ୍ୟାର କେଲିଏ କୁଛ ଭି କରେଗା" ଏକଥା ତ ଆପଣ ଶୁଣିଥିବେ ନିଶ୍ଚୟ । କିନ୍ତୁ ପ୍ରେମ ପାଇଁ ଘର ଜଳିଗଲା ଏମିତି କଥା ଆପଣ କେବେ ଶୁଣିନଥିବେ । ଆଜ୍ଞା ହଁ ଠିକ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡର ଶେଫିଲଡରେ । ଏଠାରେ ପ୍ରେମ ପାଇଁ ଜଳିଯାଇଛି ଘର । ଏହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ…