Browsing Tag

rope way

ହିମାଚଳପ୍ରଦେଶ ପରୱାନୋରେ କେବୁଲ କାର ଟ୍ରଲିରେ ଫସିଲେ ୧୧ ପର୍ଯ୍ୟଟକ, ଉଦ୍ଧାର କରିବାକୁ ଚାଲିଛି ପ୍ରୟାସ

କେନ୍ୟୁଜ୍(ବ୍ୟୁରୋ):  କେବୁଲ କାର ଟ୍ରଲିରେ ଫସି ରହିଲେ ୧୧ ପର୍ଯ୍ୟଟକ। ହିମାଚଳ ପ୍ରଦେଶର ପରୱାନୋ ଠାରେ ମଝି ଆକାଶରେ କେବୁଲ କାର ଟ୍ରଲିରେ ଫସି ରହିଛନ୍ତି ୧୧ ପର୍ଯ୍ୟଟକ। ସେମାନଙ୍କ ମଧ୍ୟରେ ୨ଜଣ ବରିଷ୍ଠ ନାଗରିକ ଓ ୪ଜଣ ମହିଳା ଅଛନ୍ତି। ଦେଢ ଘଣ୍ଟା ଧରି ସେମାନେ ସେଠାରେ ଫସି ରହିଛନ୍ତି।…