Browsing Tag

rose fragrance

ପାଠପଢ଼ାରେ ପିଲାଙ୍କ ମନ ଲାଗୁନି କି? ଏହି ଫୁଲର ବାସ୍ନା ଶୁଙ୍ଘାନ୍ତୁ ମିଳିବ ଫାଇଦା

ବର୍ତ୍ତମାନର ପିଲାମାନେ ପାଠରେ କମ୍‌ ସାଠରେ ଅଧିକ ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି। ପିଲାମାନେ ବହି ଖାତା ଛାଡ଼ି ଏବେ ମୋବାଇଲ ଗେମ୍‌ରେ ମାତିଛନ୍ତି। ଏଣୁ ପାଠପଢ଼ା ପ୍ରତି ପୁଣିଥରେ ପିଲାଙ୍କ ଧ୍ୟାନ କେନ୍ଦ୍ରିତ କରିବା ଏବେ ସବୁ ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆପଣ ବି ଯଦି…