Browsing Tag

rowan atkinson

ରୋୱନ ଏଟକିଙ୍ଗସନ କଲେ ଖୁଲାସା, ‘ମିଷ୍ଟର ବୀନ’ ଚରିତ୍ରରେ ଆଉ କେବେ ବି ଆସିବେନି ନଜର, ଏ ହେଉଛି କାରଣ

ଦୁନିଆର ବେଷ୍ଟ କମେଡିଆନମାନଙ୍କ ମଧ୍ୟରୁ ରୋୱନ ଏଟକିଂସନ ଅନ୍ୟତମ। ରୋୱନ ଏଟକିଂସନ ପ୍ରସିଦ୍ଧ କମେଡି ଚରିତ୍ର 'ମିଷ୍ଟର ବୀନ'ର ରୋଲ ନିଭାଇ ଆସୁଛନ୍ତି। ତାଙ୍କ ଅଭିନୟକୁ ପସନ୍ଦ କରୁଥିବା ଲୋକେ ଆପଣଙ୍କୁ ସବୁ ଦେଶରେ ମିଳିଯିବେ। ପିଲାଙ୍କଠାରୁ ବଡ଼ଙ୍କ ଯାଏ, ସମସ୍ତେ 'ମିଷ୍ଟର ବୀନ'ଙ୍କ ଫ୍ୟାନ।…