Browsing Tag

rpf employee

ଟ୍ରେନରେ ଦୁଇ ଦିନ ହେବ ଭୋକିଲା ଥିଲା ୩ ମାସର ଶିଶୁ, ଚଳନ୍ତା ଟ୍ରେନ ସହିତ ଦୌଡ଼ି ଦୌଡ଼ି ଖାଦ୍ୟ ଯୋଗାଇଲେ ପୋଲିସ…

ଜଣେ ରେଳ ପୋଲିସ କର୍ମୀଙ୍କ ମାନବିକତାକୁ ନେଇ ଦେଶ ବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଆରପିଏଫ ଜଣଙ୍କ ବଦାନ୍ୟତା ଏବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ଶ୍ରମିକ ସ୍ପେଶାଲ ଟ୍ରେନରେ ଯାଉଥିବା ଏକ ଭୋକିଲା ଶିଶୁ ମୁହଁରେ କ୍ଷୀର ଟିକେ ଦେବା ପାଇଁ ଚଳନ୍ତା ଟ୍ରେନ ସହ ଦୌଡ଼ିବାକୁ ବି ପଛେଇ…