Browsing Tag

rto arrest

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ, ଆୟବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ RTO ଗିରଫ

ନବରଙ୍ଗପୁର(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO । ଆୟବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ RTO ଗିରଫ ହୋଇଛନ୍ତି। ଗିରଫ ଆର୍‌ଟିଓ ହେଲେ ଗଣେଶ କଅଁର । ଗିରଫ ପରେ ଗଣେଶ କଅଁରଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭିଜିଲାନ୍ସର ୬ଜଣିଆ ଟିମ୍‌ ୬ ସ୍ଥାନରେ ଚଢାଉ କରିଥିଲେ। ଜୟପୁର…