Below header

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ, ଆୟବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ RTO ଗିରଫ

ନବରଙ୍ଗପୁର(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO । ଆୟବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ RTO ଗିରଫ ହୋଇଛନ୍ତି। ଗିରଫ ଆର୍‌ଟିଓ ହେଲେ ଗଣେଶ କଅଁର । ଗିରଫ ପରେ ଗଣେଶ କଅଁରଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭିଜିଲାନ୍ସର ୬ଜଣିଆ ଟିମ୍‌ ୬ ସ୍ଥାନରେ ଚଢାଉ କରିଥିଲେ। ଜୟପୁର ଭିଜିଲାନ୍ସ SP ଶଶିଶେଖର ମହାପାତ୍ର ଏହି ସୂଚନା ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.