Below header
Browsing Tag

RTPCR test report

ଦିଲ୍ଲୀ: ୨ୟ ଥର RT-PCR ରିପୋର୍ଟ ଯାଞ୍ଚରେ ICMR ନିର୍ଦ୍ଦେଶକୁ ନେଇ ହାଇକୋର୍ଟରେ ରୁଜୁ ହେଲା ମାମଲା

କରୋନା ଯାଞ୍ଚ ପାଇଁ ଆରଟି ପିସିଆର ରିପୋର୍ଟକୁ ସଠିକ ଧରାଯାଉଛି । ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ICMR ମୁତାବିକ, ଦିଲ୍ଲୀରେ କରୋନା ପାଇଁ RT-PCRରେ ଥରେ ଯାଞ୍ଚ କରି ଟେଷ୍ଟ ପଜିଟିଭ ଆସିବା ପରେ ୨ୟ ଥର ଏହି ଟେଷ୍ଟକୁ କରିବା ପାଇଁ…

ଆଜିଠାରୁ ବାହାର ରାଜ୍ୟରୁ ଓଡ଼ିଶା ଆସିଲେ RTPCR ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: ଆଜିଠାରୁ ବାହାର ରାଜ୍ୟରୁ ଓଡ଼ିଶା ଆସିଲେ RTPCR ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ । ଯାତ୍ରାର ୭୨ ଘଣ୍ଟା ପୂର୍ବରୁ RTPCR ନେଗେଟିଭ ରିପୋର୍ଟ କିମ୍ବା ଦ୍ୱିତୀୟ ଡୋଜ୍‌ ଟିକା ନେଇଥିବା ସାର୍ଟିଫିକେଟ୍‌ ଦେବାକୁ ପଡିବ । ନଚେତ ୭ ଦିନି ସଂଗରୋଧରେ ରହିବାକୁ ପଡିବ ।…

ଏଣିକି ଟ୍ରେନରେ ଓଡ଼ିଶା ଆସିଲେ RTPCR ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ, ଆଜିଠୁ ନିୟମ କାର୍ଯ୍ୟକାରୀ

ଭୁବନେଶ୍ବର: ଏଣିକି ଟ୍ରେନରେ ଓଡ଼ିଶା ଆସିଲେ RTPCR ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଟିକା ନେଇଥିବା ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ । ଦେଶର ଯେକୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି । ଆଜିଠୁ ଏହି…