Browsing Tag

running low

ଫୋନର ବ୍ୟାଟେରୀ ଜଲଦି ସରିଯାଉଛି କି, ତାହେଲେ ବଦଳାନ୍ତୁ ଏହି ସେଟିଙ୍ଗସ୍

ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ଏମିତି ବହୁତ କମ ଲୋକ ଥିବେ ଯେଉଁମାନେ କିପେଡ ଫୋନ ବ୍ୟବହାର କରୁଥିବେ। ସ୍ମାର୍ଟଫୋନ ତ ଆଜିର ଦୁନିଆରେ ବହୁତ ଜରୁରୀ ହୋଇଗଲାଣି। ମଲ୍ଟି ଫଙ୍କସନିଙ୍ଗ କାରଣରୁ ଏହାର ବ୍ୟାଟେରୀ ଜଲଦି ସରି ଯାଇଥାଏ। ଯେଉଁ କାରଣରୁ ଆପଣ ଚିନ୍ତାରେ…