Browsing Tag

Russell Jones

ମାଲିକର ସାଥ୍‌ ଦେବାକୁ ଛୋଟେଇ ଛୋଟେଇ ଚାଲୁଥିଲା କୁକୁର, ଜାଣି ନପାରି ବ୍ୟକ୍ତି ଖର୍ଚ୍ଚ କଲେ ୪୦୦ ଡଲାର; ଦେଖନ୍ତୁ…

କୁକୁରକୁ ଦୁନିଆର ସବୁଠୁ ବିଶ୍ୱସ୍ତ ଜୀବ ବୋଲି କୁହାଯାଏ। ମାଲିକର ସବୁ ପରିସ୍ଥିତିରେ ସେ ମାଲିକ ସହ ଠିଆ ହୋଇଥାଏ। ଏଣୁ ଲୋକଙ୍କୁ ସୁରକ୍ଷା ଦେବାକୁ କୁକୁରକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଏ। ମାତ୍ର ବେଳେ ବେଳେ କିଛି କୁକୁର ଟ୍ରେନିଂ ପାଇନଥିଲେ ମଧ୍ୟ ମାଲିକ ପ୍ରତି ବେଶ୍‌ ସଚ୍ଚୋଟ ଓ…