Below header
Browsing Tag

russia and ukrain war

ଜେଲେନସ୍କି ନେଲେ ବଡ ନିଷ୍ପତ୍ତି, ଭାରତ ସମେତ ୫ ଦେଶର ରାଷ୍ଟ୍ରଦୂତଙ୍କୁ କଲେ ବରଖାସ୍ତ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବି ଚାଲିଛି। ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବଡ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଦେଶରେ ଥିବା ନିଜର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ଜର୍ମାନୀରେ ଥିବା ୟୁକ୍ରେନ୍…

ୟୁକ୍ରେନର ସପିଂ ମଲ୍‌ରେ ରୁଷର ଏୟାରଷ୍ଟ୍ରାଇକ୍‌, ୧୩ ମୃତ : ଭିଡିଓ ଭାଇରଲ

ରୁଷ ୟୁକ୍ରେନ ଉପରେ ଆଉ ଏକ ଏୟାରଷ୍ଟ୍ରାଇକ କରିଛି। ଏହାର ଭିଡିଓ ଦେଖିଲେ ଆପଣ ମଧ୍ୟ ଭୟ କରିଯିବେ। ଏହି ଏୟାରଷ୍ଟ୍ରାଇକ କ୍ରେମେନଚୁକ୍‌ ସପିଂ ମଲରେ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଅତିକମରେ ୧୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।…

ରୁଷ-ୟୁକ୍ରେନ ଯୁଦ୍ଧ : ୟୁକ୍ରେନ ଗଲେ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ

ନୂଆଦିଲ୍ଲୀ : ୟୁକ୍ରେନ୍‌ରେ ଆମେରିକାର ଫାଷ୍ଟ୍‍ ଲେଡି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପତ୍ନୀ ଜିଲ୍‌ ବାଇଡେନ୍‌ଙ୍କ ଅଚାନକ ୟୁକ୍ରେନ୍‌ ଗସ୍ତ। ବିନା ଘୋଷଣାରେ ୟୁକ୍ରେନ୍‌ରେ ପହଞ୍ଚିଛନ୍ତି ଜିଲ୍‌ ବାଇଡେନ୍‌ । ସ୍ଲୋଭାକିଆର ଏକ ବର୍ଡର ଗାଁରୁ ୧୦ ମିନିଟ୍‌ ଡ୍ରାଇଭ୍‌ ପରେ ପଶ୍ଚିମ…

ଭିନ୍ନ ରୂପ ନେବକି ରୁଷ-ୟୁକ୍ରେନ ଯୁଦ୍ଧ, ଉଭୟ ଦେଶର ରାଷ୍ଟ୍ରପତିଙ୍କୁ ଭେଟିବେ ଜାତିସଂଘ ସଚିବ ଆଣ୍ଟୋନିଓ ଗୁଟେରସ୍‌

ଯୁଦ୍ଧ ଭିତରେ ବଡ଼ ଖବର । ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ । ମଙ୍ଗଳବାର ମସ୍କୋ ଯିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ । ଗୋଟେ ପଟରେ ରୁଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ୨୬ ତାରିଖରେ ଗୁଟରସ ମସ୍କୋ ଯିବା ନେଇ ଯୋଜନା ରହିଛି । ରୁଷ…

ରୁଷିଆର ଯୁଦ୍ଧ ଜାହାଜ ‘ମୋସ୍କଭା’କୁ ଧ୍ୱସ୍ତବିଧ୍ୱସ୍ତ କଲା ୟୁକ୍ରେନ୍, ବିଶ୍ୱ ଯୁଦ୍ଧ ପାଇଁ ଦେଉଛି କି ସଙ୍କେତ ?

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୫୦ ଦିନରେ ପହଞ୍ଚିଛି । ଏହାରି ଭିତରେ ରୁଷକୁ ଲାଗିଛି ବଡ ଝଟକା। ପୂର୍ବ ୟୁକ୍ରେନ୍‌ରେ ଏବେ ରୁଷ୍‌ ସୈନିକ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଉଛନ୍ତି। ମାରିୟୁପୋଲର ୯୦ ପ୍ରତିଶତ ଅଂଚଳ ରୁଷ୍‌ ସେନା ଦଖଲରେ ରହିଛି।…

ବ୍ଲାକ୍‌ ସି’ରେ ବୁଡ଼ିଗଲା ରୁଷର ଯୁଦ୍ଧ ଜାହାଜ ‘ମୋଷ୍କଭା’, ୫୦୦ କ୍ରିୟୁ ମେମ୍ବର ସୁରକ୍ଷିତ ଉଦ୍ଧାର

ସମୁଦ୍ରରେ ବୁଡ଼ିଗଲା ରୁଷ ଯୁଦ୍ଧ ଜାହାଜ । ବ୍ଲାକ୍‌ ସି’ରେ ବୁଡ଼ିଗଲା ମୋଷ୍କଭା ଯୁଦ୍ଧ ଜାହାଜ । ୟୁକ୍ରେନ ନେପଚ୍ୟୁନ୍‌ ମିସାଇଲରେ ହମଲା କରିଥିବା ଦାବି କରିଛି । ୟୁକ୍ରେନର ୨ ନେପଚ୍ୟୁନ୍‌ ମିସାଇଲ ମୋଷ୍କଭାକୁ ବୁଡ଼ାଇଲା । ରୁଷ ମିସାଇଲ ଆକ୍ରମଣ ଉପରେ କିଛି କହିନାହିଁ । କିନ୍ତୁ ମୋଷ୍କଭା ବୁଡ଼ି…

ଲମ୍ବୁଛି ୟୁକ୍ରେନ-ରୁଷ୍‌ ଯୁଦ୍ଧ, ୪୫ ଦିନରେ ଆକ୍ରମଣ ପ୍ରତିଆକ୍ରମଣ ଚାଲିଛି ଜୋରଦାର

କେନ୍ୟୁଜ୍: ଲମ୍ବୁଛି ୟୁକ୍ରେନ-ରୁଷ୍‌ ଯୁଦ୍ଧ । ୪୫ ଦିନରେ ଆକ୍ରମଣ ପ୍ରତିଆକ୍ରମଣ ଜୋରଦାର ଚାଲିଛି । ୟୁକ୍ରେନ୍‌ର ପୋଲଟୋଭାରେ ଘନ ଘନ ଏୟାରଷ୍ଟ୍ରାଇକ୍‌ ଓ ମିସାଇଲ୍‌ ମାଡ଼ କରୁଛି ରୁଷ ସେନା । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଏପଟେ ଖାରକିଭ ଓ ମାରିୟୁପୋଲରେ ଧ୍ୱଂସଲିଳା ପରେ ରୁଷ ସେନା କିଭ…

ବୁଚା ନୃସଂଶତାକୁ ଟପିଲା ବୋରୋଦିଆଙ୍କା: ୪୧୦ ସାଧାରଣ ନାଗରିକଙ୍କ ମୃତ୍ୟୁ, ୨୦୦ରୁ ଅଧିକ ଲୋକଙ୍କ ମିଳୁନି ପତ୍ତା

ନୂଆଦିଲ୍ଲୀ : ବୁଚା ନୃସଂଶତାକୁ ଟପିଲା ବୋରୋଦିଆଙ୍କା । ୟୁକ୍ରେନର ବୋରୋଦିଆଙ୍କାରୁ ଆସୁଛି ଛାତିଥରା ଦୃଶ୍ୟ । କିଭର ୪୦ କିଲୋମିଟର ଦୂରରେ ବୋରୋଦିଆଙ୍କା ସମ୍ପୂର୍ଣ୍ଣ ମାଟିରେ ମିଶିଛି । ବୁଚାରୁ ଅଧିକ ବୋରୋଦିଆଙ୍କାରେ ମୃତାହତ ସୂଚନା ଆସୁଛି । ୨୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି।…

ୟୁକ୍ରେନ ମିକୋଲେଭ ଗଭର୍ଣ୍ଣର ଅଫିସ ଉପରେ ଋଷର ରକେଟ ମାଡ଼: ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି, ୩୪ ଜଣ ଆହତ

ୟୁକ୍ରେନ ମିକୋଲେଭ ଗଭର୍ଣ୍ଣର ଅଫିସ ଉପରେ ଋଷର ରକେଟ ମାଡ଼ । ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି, ୩୪ ଜଣ ଆହତ । ଦକ୍ଷିର ୟୁକ୍ରେନର ପୋର୍ଟ ସିଟି ମିକୋଲେଭରେ ଥିବା ୟୁକ୍ରେନ ଆଞ୍ଚଳିକ ପ୍ରଶାସନ ବିଭାଗର ୯ ମହଲା ବିଲଡିଂରେ ଋଷ ରକେଟ ମାଡ଼ କରିଥିଲା । ରକେଟ ମାଡ ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ…

ମାସକରେ ଋଷ ଆକ୍ରମଣରେ ଛାରଖାର ମାରିୟୁପୁଲ: ଦିନେ ଥିଲା ଖୁବ୍‌ ସୁନ୍ଦର ଆଜି ଭଗ୍ନ ସ୍ତୁପରେ ପରିଣତ, ଦେଖନ୍ତୁ ଫଟୋ

କେନ୍ୟୁଜ୍(ବ୍ୟୁରୋ): ଧ୍ୱସ୍ତ ବିଧ୍ୱସ୍ତ ବନ୍ଦର ସହର ମାରିୟୁପୁଲ । ମାସକରେ ଋଷ ଆକ୍ରମଣରେ ଛାରଖାର ମାରିୟୁପୁଲ। ଋଷର ଘନ ଘନ ଆକ୍ରମଣ ମାରିୟୁପୁଲ୍‌ରେ ସ୍ଥିତି ଗମ୍ଭୀର ହୋଇପଡିଛି। ଲୋକମାନେ ବିଜୁଳି, ପାଣି, ବିଦ୍ୟୁତ ସଂଯୋଗରୁ ବଞ୍ଚିତ । ରାତି ଆକାଶରେ କେବଳ ବୋମା ବିସ୍ଫୋରଣର ଆଲୁଅ । ଦିନେ…

ପ୍ରାୟ ୧ ହଜାର ବ୍ୟକ୍ତିଗତ ଷ୍ଟାଫଙ୍କୁ ବଦଳାଇଲେ ପୁଟିନ, ଏହା ପଛରେ ଭୟ ନା ଆଉ କିଛି !

ପୁଟିନଙ୍କୁ ଧୀରେ ଧୀରେ ମହଙ୍ଗା ପଡ଼ିଲାଣି ୟୁକ୍ରେନ ଉପରେ ଆକ୍ରମଣ। ଭୟଭୀତ ହେଲେଣି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତାଙ୍କୁ ବିଷ ଦେଇ ମାରିବା ଷଡଯନ୍ତ୍ର ହୋଇଥିବା ନେଇ ଗୁଇନ୍ଦା ରିପୋର୍ଟ ଆସିବା ପରେ ଭୟଭୀତ ହୋଇପଡିଛନ୍ତି ପୁଟିନ। ସେ ନିଜର ସମସ୍ତ ବ୍ୟକ୍ତିଗତ ଷ୍ଟାଫଙ୍କୁ ବଦଳି…