Browsing Tag

Rutaparna

ବାଂଲାଦେଶ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କ ସଫଳତା

ଭୁବନେଶ୍ବର: ଢାକାରେ ଆୟୋଜିତ ବାଂଲାଦେଶ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ମହିଳା ଯୁଗଳରେ ଉପବିଜୟିନୀ ‌ଟ୍ରଫି ହାତେଇଛନ୍ତି। ସେ ଆଉ ଏକ ଅନ୍ତର୍ଜାତୀୟ ସଫଳତାକୁ ନିଜ ନାରେ ଲେଖିଛନ୍ତି। ରବିବାର ମହିଳା ଯୁଗଳରେ କେ ମନୀଷାଙ୍କୁ ସାଥୀ…