Browsing Tag

Ryan Hickman

୭ ବର୍ଷର ବାଳକ ଖୋଲିଲେ ନିଜର ଏକ କମ୍ପାନୀ, ଏହିଭଳି କମାଇଲେ ୧୪ ଲକ୍ଷ ଟଙ୍କା!

କାଲିଫର୍ଣ୍ଣିଆର ୭ ବର୍ଷର ଜଣେ ବାଳକ ରୟାନ୍‌ ହିକମେନ୍‌ ଏହା ପ୍ରମାଣିତ କରି ଦେଖାଇଛନ୍ତି ଯେ ବିଜନେସ୍‌ କରିବା ପାଇଁ ବୟସ କୌଣସି ଗୁରୁତ୍ୱ ରଖେ ନାହିଁ। ରୟାନ୍‌ କେବଳ ୨ ଲକ୍ଷ ପ୍ଲାଷ୍ଟିକ୍‌ ବୋତଲ ଏବଂ ଡବାକୁ ପୁନଃବ୍ୟବହାର ସାପେକ୍ଷ କରିନାହାନ୍ତି, ବରଂ ଏଥିରୁ ସେ ୧୪ ଲକ୍ଷ ଟଙ୍କା ବି…