Browsing Tag

s

ଆଜି ମା’ କଟକ ଚଣ୍ଡୀଙ୍କ ଉଗ୍ରତାରା ବେଶ ଓ ମା’ ଗଡ଼ଚଣ୍ଡୀଙ୍କ ରାଜରାଜେଶ୍ୱରୀ ବେଶ

କଟକ(କେନ୍ଯୁଜ୍) : ଶକ୍ତି ପୀଠ ଏବେ ଉତ୍ସବମୁଖର । ମାଆଙ୍କର ଶରତକାଳୀନ ଦୁର୍ଗାପୂଜାର ଷୋଡ଼ଶ ଉପଚାର ପୂଜା ଚାଲିଛି । କଟକର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀ ଓ ଗଡ଼ଚଣ୍ଡୀ ପ୍ରତିଦିନ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ମାଆ କଟକ ଚଣ୍ଡୀ ଉଗ୍ରତାରା ବେଶରେ ଶ୍ରଦ୍ଧାଳୁଙ୍କୁ…