ନିଜର ମନ କଥା ଜଣାଇଲେ ଏହି ଟିଭି ଅଭିନେତ୍ରୀ, ଜାଣନ୍ତୁ କିଏ ସେ
ସାକ୍ରେଡ ଗେମ୍ସ ସିଜନ-୨ର ଷ୍ଟ୍ରିମିଂ ଅଗଷ୍ଟ ୧୪ ତାରିଖରୁ ଆରମ୍ଭ ହୋଇଗଲାଣି। ଏହି ୱେବ ସିରିଜକୁ ଦେଖିବା ପାଇଁ କେବଳ ସାଧାରଣ ଲୋକ ନୁହଁ ବରଂ ଟିଭି ଅଭିନେତ୍ରୀମାନେ ମଧ୍ୟ ପାଗଳ ରହିଛନ୍ତି। ଖାସ୍ ଏଥିପାଇଁ ଟିଭି ଅଭିନେତ୍ରୀ ଭୂମିକା ଗୁରଙ୍ଗ ସାକ୍ରେଡ ଗେମ୍ସକୁ ନେଇ ମଧ୍ୟ ନିଜ ମନକଥା…