ପ୍ରକୃତିରାଣୀର ନିଖୁଣ କାରିଗରୀ ଲାଲ ଟୁକୁଟୁକୁ ସାଧବବୋହୂ, ଦେଖିଲେ ପୂରି ଉଠେ ମନ
କାକଟପୁର: ବିଭିନ୍ନ ଜୀବମାନଙ୍କୁ ନେଇ ସୃଷ୍ଟି ହୋଇଛି ସୁନ୍ଦର ଜୀବଜଗତ । ନାନା ରଙ୍ଗବେରଙ୍ଗର ଫୁଲଫଳ,ଗଛଲତା,ନଦନଦୀ, ଓ ବିଶାଳ ସମୁଦ୍ର , ଏ ସବୁ ସୃଷ୍ଟି ଭିତରେ ସ୍ରଷ୍ଟାଙ୍କର ଗୋଟେ ଗୋଟେ ସୁନ୍ଦର କାରିଗରୀ । ଏହାରି ଭିତରେ ଆଉ ଏକ ସୃଷ୍ଟି ହେଉଛି ଲାଲଟୁକୁଟୁକୁ ସାଧବବୋହୂ ।…