ଆକ୍ସନ ମୁଡରେ ବାଲେଶ୍ବର ଏସପି ସାଗରିକା ନାଥ, ରାତି ଅଧରେ ବୁଲେଟ ଧରି ମାରୁଛନ୍ତି ପଇଁତରା
ବାଲେଶ୍ବର(କେନ୍ୟୁଜ୍): ଆକ୍ସନ ମୁଡରେ ବାଲେଶ୍ବର ଏସପି ସାଗରିକା ନାଥ। ରାତି ଅଧରେ ବାଇକରେ ବୁଲି ପାଟ୍ରୋଲିଂ। ଆଜିମାବାଦ ରୋଡରୁ ପୋଲିସ ଲାଇନ ରୋଡ ପର୍ଯ୍ୟନ୍ତ ପଇଁତରା ମାରି ରାତି ଅଧରେ ସହରର ସ୍ଥିତି ପରଖିଛନ୍ତି। ଲୋକଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଉପରେ…