ସାଇବାବା ଭକ୍ତଙ୍କ ପାଇଁ ଖୁସି ଖବର, ଏବେ ମନ୍ଦିରରେ ବାବାଙ୍କୁ ଅର୍ପଣ କରିପାରିବେ ଫୁଲ
ସାଇବାବାଙ୍କୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଏବେ ଶ୍ରଦ୍ଧାଳୁ ପ୍ରତିଦିନ ଦର୍ଶନ କରିବାକୁ ଯାଉଥିବା ବେଳେ ସାଇବାବାଙ୍କୁ ମାଳ ଏବଂ ଫୁଲ ଅର୍ପଣ କରିପାରିବେ । ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଏକ ଯାଚିକାର ଶୁଣାଣି କରି ଏହି ଅନୁମତି ଦେଇଛନ୍ତି । କୋର୍ଟ…