Browsing Tag

sale and discount

Poco M2 ସ୍ମାର୍ଟଫୋନର ଲାଗିଲା ଓପନ ସେଲ, ମିଳୁଛି ଜବରଦସ୍ତ ଡିସକାଉଣ୍ଟ

Poco M2 ସ୍ମାର୍ଟଫୋନର ଓପନସେଲ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମାସର ଆରମ୍ଭରୁ ଫୋନର ଲଞ୍ଚିଂ ହୋଇଥିଲା, ତା’ ପରେ ଅନେକ ଥର ଫ୍ଲାସ ସେଲ ମଧ୍ୟ ଲାଗିଥିଲା। ଆଜିଠାରୁ ଫୋନର ଓପନ ସେଲ୍‌ ଲାଗିଥିବା ବେଳେ ଏଥିରେ ୭୫୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମଧ୍ୟ ମିଳୁଛି। Poco M2 ର ୬…