Below header
Browsing Tag

salman khan driver and staff test positive

କରୋନା କବ୍‌ଜାରେ ସଲମାନ୍‌ଙ୍କ ଡ୍ରାଇଭର ଓ ୨ ଷ୍ଟାଫ୍‌, ନିଜକୁ ଆଇସୋଲେସନ୍‌ରେ ରଖିଲେ ଭାଇଜାନ୍‌

କରୋନା ଭାଇରସ୍‌ ଯୋଗୁ ଏବେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି। ଏହି ଭୟଙ୍କର ଭାଇରସ୍‌ ଏବେ ଯାଏଁ ଲକ୍ଷାଧିକ ଲୋକଙ୍କ ଜୀବନ ନେଇସାରିଲାଣି। ତେବେ ଏହି ଭାଇରସ୍‌ ଜାଲରେ ଏବେ ଫସିଛନ୍ତି ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌।…