ସମ୍ବଲପୁର ଟ୍ରିପଲ ମର୍ଡରର ଖିଅ ଖୋଜୁଛି ପୋଲିସ
ସମ୍ବଲପୁର ଟ୍ରିପଲ ମର୍ଡରର ଖିଅ ଖୋଜୁଛି ପୋଲିସ। ମୁଖ୍ୟ ଅଭିଯୁକ୍ତ କିଏ? ସଲମାନ୍ ନା ଗୁରୁଦୀପ? କାହିଁକି ରଚିଲା ନରସଂହାର? ହତ୍ୟା ପଛର କାରଣ କଣ? ଫେରାର ଥିବା ଭଡ଼ାଟିଆଙ୍କ ଉପରେ ସନ୍ଦେହ ବଢିବାରେ ଲାଗିଛି। ସଲମାନ୍ ଅହମ୍ମଦ ନାଁରେ ସେ ମୃତକଙ୍କ ଘରେ ରହୁଥିବାବେଳେ ଗତ କିଛି ମାସ ତଳେ…