୪୬ ବର୍ଷ ପୁରୁଣା ମନ୍ଦିରରେ ଆଜିଠାରୁ ଆରମ୍ଭ ହେଲା ପୂଜାର୍ଚ୍ଚନା, ସାମ୍ପ୍ରଦାୟିକ ବିବାଦ ପରେ ଥିଲା ବନ୍ଦ
ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଖନନ ସମୟରେ ଏକ ୪୬ ବର୍ଷ ପୁରାତନ ଶିବ-ହନୁମାନ ମନ୍ଦିରର ସନ୍ଧାନ ମିଳିଛି । ମନ୍ଦିରରେ ଶିବଲିଙ୍ଗ ସହିତ ହନୁମାନଙ୍କ ମୂର୍ତ୍ତି ମିଳିଛି । ସାମ୍ପ୍ରଦାୟିକ କାରଣରୁ ଏହି ମନ୍ଦିର ବନ୍ଦ ହୋଇ ରହିଥିବା କୁହାଯାଉଛି । ପ୍ରଶାସନ ଉପସ୍ଥିତିରେ ପୋଲିସ ମନ୍ଦିର ଦ୍ୱାର…