ଚଳିତ ବର୍ଷ ଶେଷ ଆଡ଼କୁ ବଜାରକୁ ଆସିବ ଗାଲେକ୍ସି ଟାବ୍ ଏସ9 ସିରିଜ, ରହିଛି ଜବରଦସ୍ତ ଫିଚର
କେନ୍ୟୁଜ୍(ବ୍ୟୁରୋ): ସାମସଙ୍ଗ ପକ୍ଷରୁ ବଜାରକୁ ଆସୁଛି ସାମସଙ୍ଗ ଗାଲେକ୍ସି ଟାବ୍ ଏସ9 ସିରିଜ । ଏହି ସିରିଜରେ କମ୍ପାନୀ ପକ୍ଷରୁ ୩ଟି ଟାବଲେଟ ଲଞ୍ଚ କରାଯିବ । ସେଗୁଡ଼ିକ ହେଲା ଗାଲେକ୍ସି ଟାବ୍ ଏସ9, ଏସ9+ ଓ ଏସ9 ଅଲଟ୍ରା । ଆଗାମୀ କିଛି ମାସ ଭିତରେ ଏହି ଟାବଲେଟ୍ ବଜାରକୁ ଆସିବାକୁ…