ବିବେକ ଓବେରୟଙ୍କ ଡ୍ରଗ୍ସ ଲିଙ୍କ୍: ଶ୍ୱଶୁର ଘରେ ଚଢ଼ଉ କଲା ସିସିବି, ଶଳା ଅଣ୍ଡରଗ୍ରାଉଣ୍ଡ
ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏବେ ଡ୍ରଗ୍ସ ମାମଲା ବେଶ୍ ଚର୍ଚ୍ଚାରେ ରହିଛି। ଡ୍ରଗ୍ କେସ୍ରେ ଗତ କିଛି ଦିନ ତଳେ କିଛି ଲୋକଙ୍କୁ ପୋଲିସ ଗିରଫ କରିଛନ୍ତି। ତେବେ ନିକଟରେ ସେଣ୍ଟ୍ରାଲ କ୍ରାଇମ୍ ବ୍ୟୁରୋ ସିସିବି ପୋଲିସ ବଲିଉଡ୍ ଅଭିନେତା ବିବେକ ଓବେରୟଙ୍କ ଶଳା ଆଦିତ୍ୟ ଅଲ୍ବାଙ୍କ ଘରର ସର୍ଚ୍ଚ…