ଲଦାଖରେ ରହିଛି ସଂଜୀବନୀ ଔଷଧୀୟ ବୃକ୍ଷ ‘ସୋଲୋ’, ଏହା ବିଷୟରେ ଆପଣ ଜାଣିଛନ୍ତି କି ?
ରାମାୟଣରେ ମଧ୍ୟ ଆୟୁର୍ବେଦିକ ଔଷଧକୁ ସଞ୍ଜୀବନୀ ଭାବରେ ବର୍ଣ୍ଣନା କରାଯାଇଛି। ମହାକାବ୍ୟ ରାମାୟଣରେ ଭାଇ ଲକ୍ଷ୍ମଣଙ୍କୁ ଜୀବନଦାନ ଦେବା ପାଇଁ ରାମ ସଞ୍ଜୀବନୀର ସନ୍ଧାନ ଲଦାଖରୁ ହିଁ କରିଥିଲେ ବୋଲି ବିଶ୍ୱାସ ରହିଛି। ଏହି ସଞ୍ଜୀବନୀକୁ ସ୍ଥାନୀୟ ଲୋକେ ‘ସୋଲୋ’ ବୋଲି କହିଥାନ୍ତି। ସୋଲୋରେ ରହିଛି…