Browsing Tag

santala tribe

ଓଡିଶା ସମେତ ବାହାର ରାଜ୍ୟରୁ ସାନ୍ତାଳୀ ସମ୍ପ୍ରଦାୟ ଆସି ଏଠି ପିତୃ ପୁରୁଷଙ୍କୁ କରନ୍ତି ପିଣ୍ଡଦାନ

କରଞ୍ଜିଆ(କେ ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ନିକଟରେ ଥିବା ସ୍ବତୀ ଘାଟରେ ୪ ଟି ରାଜ୍ୟର ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଆସିଥିଲେ । ସାନ୍ତାଳୀ ସମ୍ପ୍ରଦାୟର ଲୋ କମାନଙ୍କ ବିଶ୍ୱାସ ଯେ ଆଜିର ଦିନରେ ଓଡ଼ିଶାର ଗଙ୍ଗା ଭାବେ ଜଣା ବୈତରଣୀ ନଦୀକୂଳରେ ଅସ୍ତି…