Browsing Tag

saransh das

ସାରାଂଶ ଦାସଙ୍କ ଅଭିନବ ପ୍ରୟାସ, ନିଜ ମ୍ୟାଜିକରେ ଯୋଡ଼ିଛନ୍ତି ଓଡ଼ିଶା ଏବଂ ଇଣ୍ଡୋନେସିଆର ଐତିହାସିକ ସମ୍ପର୍କକୁ

କଟକ(କେନ୍ଯୁଜ୍): ଇଣ୍ଡୋନେସିଆ ସହ ଭାରତର ସମ୍ପର୍କ ଅତି ପୁରୁଣା । ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମରେ ଆମ ନିଜର ବିଜୁ ବାବୁଙ୍କ ଭୂମିକା ଏବଂ ଏହି ଦେଶ ସହ ଓଡ଼ିଆ ସାଧବ ପୁଅଙ୍କର ବାଣିଜ୍ୟ ବ୍ୟବସାୟର ଗାଥା ଏବେବି ତାଜା ରହିଛି । ତେବେ ଏସବୁକୁ ଉଜ୍ଜୀବିତ କରିବା ପାଇଁ ପ୍ରସ୍ତୁତ ହୋଇଛି…