Below header
Browsing Tag

sarasakanha by-election

ମୟୂରଭଞ୍ଜ ବିଜାତଳା ବ୍ଲକ ୩୨ନମ୍ବର ଜୋନ୍‌ରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

ମୟୂରଭଞ୍ଜ(କେନ୍ୟୁଜ୍) : ଆଜି ମୟୂରଭଞ୍ଜ ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକ ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ନିଆଯାଉଛି । ଦିନ ୧୨ଟା ପର‌୍ୟ୍ୟନ୍ତ ଚାଲିବ ମତଦାନ । ଆସନ୍ତାକାଲି ଭୋଟଗଣତି ପରେ ଫଳାଫଳ ଘୋଷଣା…